ಅರ್ಥ : ଦଉଡ଼ି ବା ଡୋରର ଅନେକ ତାରମଧ୍ୟରୁ ଏକ
							ಉದಾಹರಣೆ : 
							କୂଅରୁ ପାଣି କାଢ଼ିବା ସମୟରେ ଦଉଡ଼ିର ଏକ ଖିଅ  ଛିଡ଼ିଗଲା
							
ಸಮಾನಾರ್ಥಕ : ଖିଅ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଲୋକମାନଙ୍କ ଯାତାୟତରେ ଜଙ୍ଗଲ ବା ଖେତରେ ତିଆରି ହୋଇ ଯାଉଥିବା ପତଳା ରାସ୍ତା
							ಉದಾಹರಣೆ : 
							ସେ ନିଜ ସ୍ୱାମୀଙ୍କ ନିମନ୍ତେ ଡଗରରେ ଖାଦ୍ୟ ନେଇ ଯାଉଥିଲା
							
ಸಮಾನಾರ್ಥಕ : ଡଗର, ପାଦଚଲା ରାସ୍ତା
ಇತರ ಭಾಷೆಗಳಿಗೆ ಅನುವಾದ :