ಅರ್ಥ : ଯାହାଙ୍କଠାରେ ଦୟା ଅଛି
							ಉದಾಹರಣೆ : 
							ଦୟାଳୁ ଲୋକେ ଅନ୍ୟକୁ ସାହାଯ୍ୟ କରିବା ନିମନ୍ତେ ସବୁବେଳେ ପ୍ରସ୍ତୁତ ରହିଥାନ୍ତି  ଖୋଦା ଗରିବ ପ୍ରତି କୃପାଳୁ
							
ಸಮಾನಾರ್ಥಕ : ଅନୁଗ୍ରହକାରୀ, କରୁଣାକର, କରୁଣାବାନ, କାରୁଣିକ, କୃପାଳୁ, ଦୟାବାନ, ଦୟାଳୁ, ଦୟାଶୀଳ
ಇತರ ಭಾಷೆಗಳಿಗೆ ಅನುವಾದ :
जिसमें दया हो। जो नृशंस न हो।
दयालु लोग दूसरों की सहायता के लिये सदैव तत्पर रहते हैं।Having or proceeding from an innately kind disposition.
A generous and kindhearted teacher.ಅರ್ಥ : ହୃଦୟ ବା ଅନ୍ତରାତ୍ମାରେ ହେଉଥିବା ବା ହୃଦୟ ବା ଅନ୍ତରାତ୍ମାରୁ ବାହାରିଥିବା
							ಉದಾಹರಣೆ : 
							ଆପଣଙ୍କୁ ଭେଟିବାପାଇଁ ମୋର ହାର୍ଦ୍ଦିକ ଇଚ୍ଛା ଥିଲା  ମୋ ହାର୍ଦ୍ଦିକ ଶୁଭେଚ୍ଛା ଗ୍ରହଣ କରନ୍ତୁ
							
ಸಮಾನಾರ್ಥಕ : ହାର୍ଦ୍ଦିକ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବିଶେଷକରି କୋମଳ ଭାବର ପ୍ରଭାବ ଯାହାର ମନରେ ସହଜରେ ପଡ଼େ
							ಉದಾಹರಣೆ : 
							ମୋ ଜୀବନ କାହାଣୀ ଶୁଣି ସେ ଭାବୁକ ହୋଇଉଠିଲା
							
ಸಮಾನಾರ್ಥಕ : ଅନୁଭୂତି ପ୍ରବଣ, ଭାବ ପ୍ରବଣ, ଭାବୁକ, ସହୃଦୟୀ
ಇತರ ಭಾಷೆಗಳಿಗೆ ಅನುವಾದ :