ಅರ್ಥ : କୌଣସି ବିଶେଷ ଉଦ୍ଦେଶ୍ୟରେ ସାକ୍ଷାତ କରିବାର କ୍ରିୟା
							ಉದಾಹರಣೆ : 
							ଚିକିତ୍ସକଙ୍କୁ ସାକ୍ଷାତ କରିବାପରେ ହିଁ ରୋଗ ବିଷୟରେ ଜଣା ପଡ଼ିବ
							
ಇತರ ಭಾಷೆಗಳಿಗೆ ಅನುವಾದ :
A meeting arranged by the visitor to see someone (such as a doctor or lawyer) for treatment or advice.
He scheduled a visit to the dentist.ಅರ್ಥ : ସମ୍ମୁଖରେ ବା ସାକ୍ଷାତରେ କୁହାଯାଇଥିବା
							ಉದಾಹರಣೆ : 
							ଲୋକେ ମୁଂହାମୁହିଁ କଥାକୁ ମଧ୍ୟ ଅସତ୍ୟ ବୋଲି ସ୍ୱୀକାର କରୁଛନ୍ତି
							
ಸಮಾನಾರ್ಥಕ : ମୁଂହାମୁହିଁ, ସମ୍ମୁଖ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଆଖିରେ ଦେଖିବା ବାଲା
							ಉದಾಹರಣೆ : 
							ଶିକ୍ଷକ ଛାତ୍ରକୁ ପ୍ରତ୍ୟକ୍ଷ ଘଟଣା ଉପରେ ଆଧାରିତ ଏକ ନିବନ୍ଧ ଲେଖିବା ପାଇଁ କହିଲେନୀରଜଙ୍କ ସହିତ ସାକ୍ଷାତ ସୁମନର ଅଲଗା ଆନନ୍ଦ
							
ಸಮಾನಾರ್ಥಕ : ଅପରୋକ୍ଷ, ନୟନ ଗୋଚର, ପ୍ରତ୍ୟକ୍ଷ, ସମକ୍ଷ
ಇತರ ಭಾಷೆಗಳಿಗೆ ಅನುವಾದ :
Clearly revealed to the mind or the senses or judgment.
The effects of the drought are apparent to anyone who sees the parched fields.ಅರ್ಥ : ଯାହାର ଆକାର ଅଛି
							ಉದಾಹರಣೆ : 
							ଗୋସ୍ୱାମୀ ତୁଳସୀଦାସଙ୍କର ସାକାର ଈଶ୍ୱର ପ୍ରଭୁ ଶ୍ରୀରାମଚନ୍ଦ୍ର  ଥିଲେ
							
ಸಮಾನಾರ್ಥಕ : ଆକାରବାନ୍, ଆକାରଯୁକ୍ତ, ମୂର୍ତ୍ତିମାନ, ସାକାର
ಇತರ ಭಾಷೆಗಳಿಗೆ ಅನುವಾದ :
Having or given a form or shape.
formed