ಅರ್ಥ : କାହା ସହିତ ଦେଖା କରିବା ବା ଭେଟିବା
							ಉದಾಹರಣೆ : 
							ସେ ସହରରେ ନିଜ ବନ୍ଧୁବାନ୍ଧବଙ୍କୁ ଭେଟିଲେ
							
ಸಮಾನಾರ್ಥಕ : ଦେଖାକରିବା, ଭେଟିବା, ମିଶିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी से मिलना या भेंट करना।
उसने शहर में अपने संबंधियों से भेंट की।ಅರ್ಥ : ନିୟମିତ ରୂପରେ ମିଶିବା, ବିଶେଷକରି ସ୍ତ୍ରୀ ପୁରୁଷ ବା ଅନ୍ୟ କାହାରି ସଙ୍ଗେ ସ୍ଥିର ସମ୍ବନ୍ଧ ରଖିବା
							ಉದಾಹರಣೆ : 
							ସେ ଜଣେ  ଲୋକ ସଙ୍ଗେ ମିଶୁଛି  ସେ ପୁଣି ତା ପ୍ରଥମ ସ୍ତ୍ରୀ ସହିତ ମିଶୁଛି
							
ಸಮಾನಾರ್ಥಕ : ଏକତ୍ର ହେବା, ଦେଖାହେବା, ଭେଟିବା, ମିଶିବା, ସଂସର୍ଗରେ ରହିବା, ସଙ୍ଗୀହେବା
ಇತರ ಭಾಷೆಗಳಿಗೆ ಅನುವಾದ :