ಅರ್ಥ : ଯେ କୌଣସି ଘଟଣା ନିଜ ଆଖିରେ ଦେଖିଛି
							ಉದಾಹರಣೆ : 
							ପୋଲିସ୍ ଏହି ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା କରୁଅଛି
							
ಸಮಾನಾರ್ಥಕ : ପ୍ରତ୍ୟକ୍ଷଦର୍ଶୀ
ಇತರ ಭಾಷೆಗಳಿಗೆ ಅನುವಾದ :
वह जिसने कोई घटना अपनी आँखों से देखी हो।
पुलिस इस हत्या के सिलसिले में प्रत्यक्षदर्शियों से पूछताछ कर रही है।ಅರ್ಥ : କୌଣସି କଥା ସିଦ୍ଧ ହେବାପାଇଁ ବ୍ୟବହୃତ କଥନ ବା ତତ୍ତ୍ୱ
							ಉದಾಹರಣೆ : 
							ପ୍ରମାଣ ନ ମିଳିବା କାରଣରୁ ଅପରାଧୀ ମୁକ୍ତ ହୋଇଗଲା
							
ಸಮಾನಾರ್ಥಕ : ପ୍ରମାଣ
ಇತರ ಭಾಷೆಗಳಿಗೆ ಅನುವಾದ :
Any factual evidence that helps to establish the truth of something.
If you have any proof for what you say, now is the time to produce it.ಅರ್ಥ : ଯେ କୌଣସି ବିବାଦ ବିଷୟରେ ନିଜର ମତାମତ ପୋଷଣ କରନ୍ତି
							ಉದಾಹರಣೆ : 
							ଏହି ମାମଲାରେ ପ୍ରତିବାଦୀ ମିଥ୍ୟା ସାକ୍ଷୀଙ୍କୁ ହାଜର କରାଇଲେ
							
ಇತರ ಭಾಷೆಗಳಿಗೆ ಅನುವಾದ :
(law) a person who testifies under oath in a court of law.
witness