ಅರ್ಥ : ସମାନତାବାଦର ବା ସମତାବାଦର ସମର୍ଥକ
							ಉದಾಹರಣೆ : 
							ନିଜକୁ ସାମ୍ୟବାଦୀ ଦାବୀ କରୁଥିବା ଶେଠ୍ ଜଣକ କୋଟି କୋଟି ଟଙ୍କାର ମାଲିକ
							
ಸಮಾನಾರ್ಥಕ : ସମତାବାଦୀ, ସମାନତାବାଦୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେ ସାମ୍ୟବାଦକୁ ମାନେ
							ಉದಾಹರಣೆ : 
							ସମାଜବାଦୀମାନେ ସମାଜକୁ ଏକ ନୂଆ ଦିଗ ଦେଖାଇବାକୁ ଚେଷ୍ଟାକରିଥିଲେ
							
ಸಮಾನಾರ್ಥಕ : କମ୍ୟୁନିଷ୍ଟ, ସମାଜବାଦୀ
ಇತರ ಭಾಷೆಗಳಿಗೆ ಅನುವಾದ :
वह जो साम्यवाद को मानता हो।
साम्यवादियों ने समाज को एक नई दिशा देने का प्रयास किया।ಅರ್ಥ : ସାମ୍ୟବାଦର ବା ତା ସହିତ ସମ୍ବନ୍ଧିତ
							ಉದಾಹರಣೆ : 
							କେତେ ବଡ଼ ବଡ଼ ନେତା ବି ସାମ୍ୟବାଦୀ ବିଚାରଧାରା ଦ୍ୱାରା ପ୍ରଭାବିତ ହୋଇଛନ୍ତି
							
ಸಮಾನಾರ್ಥಕ : କମ୍ୟୁନିଷ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :
साम्यवाद का या उससे संबंधित।
कई बड़े-बड़े नेता भी साम्यवादी विचारधारा से प्रभावित हुए।Relating to or marked by communism.
Communist Party.ಅರ್ಥ : ସାମ୍ୟବାଦକୁ ମାନୁଥିବା ବ୍ୟକ୍ତି
							ಉದಾಹರಣೆ : 
							ଆଜିବି ସମାଜରେ ସାମ୍ୟବାଦୀ ବ୍ୟକ୍ତି ମାନେ କମ୍ ନାହାନ୍ତି
							
ಸಮಾನಾರ್ಥಕ : କମ୍ୟୁନିଷ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :