ಅರ್ಥ : ପତଳା ବା ସୂକ୍ଷ୍ମ ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							କନାର ସୂକ୍ଷ୍ମତା ଯେ କୌଣସି ଲୋକ ପରଖି ପାରେନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବସ୍ତୁ ବିଷୟରେ ଛୋଟଛୋଟ କଥା
							ಉದಾಹರಣೆ : 
							ମୋତେ ଏହି ଯନ୍ତ୍ରର ସୂକ୍ଷ୍ମତା ବିଷୟରେ ବୁଝାନ୍ତୁ
							
ಸಮಾನಾರ್ಥಕ : ସୂକ୍ଷ୍ମତ୍ୱ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସୂକ୍ଷ୍ମ ହେବାର ଅବସ୍ଥା ବା ଭାବ
							ಉದಾಹರಣೆ : 
							ସୂକ୍ଷ୍ମତା କାରଣରୁ ବହୁତ ଜୀବ ଆଖିକୁ ଦେଖାଯାନ୍ତି ନାହିଁ
							
ಇತರ ಭಾಷೆಗಳಿಗೆ ಅನುವಾದ :
The property of being very small in size.
Hence the minuteness of detail in the painting.ಅರ್ಥ : ପତଳା ହେବା ଅବସ୍ଥା ବା ଭାବ
							ಉದಾಹರಣೆ : 
							ସିଫନ୍ କନାର ସୂକ୍ଷ୍ମତା ଥାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
Relatively small dimension through an object as opposed to its length or width.
The tenuity of a hair.