ಅರ್ಥ : ଯେଉଁ ସମୟ ମଧ୍ୟରେ କୌଣସି ସ୍କୁଲରେ ପଢ଼ାପଢ଼ି କାର୍ଯ୍ୟ ଚାଲେ
							ಉದಾಹರಣೆ : 
							ସ୍କୁଲ୍ ପରେ ଆମେ ସିଧା ଘରକୁ ଯିବୁ  ମୋର ସ୍କୁଲ୍ ଚାରିଟା ଯାଏଁ
							
ಸಮಾನಾರ್ಥಕ : ବିଦ୍ୟାଳୟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ସ୍ଥାନରେ ପ୍ରାଥମିକ, ମାଧ୍ୟମିକ, ବା ଉଚ୍ଚମାଧ୍ୟମିକ ସ୍ତରର ଔପଚାରିକ ଶିକ୍ଷା ଦିଆଯାଏ
							ಉದಾಹರಣೆ : 
							ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଶିକ୍ଷା ଦିଆଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
A building where young people receive education.
The school was built in 1932.ಅರ್ಥ : କୌଣସି ଶିକ୍ଷା ପ୍ରଦାନ କରାଯାଉଥିବା ସଂସ୍ଥାର ଶିକ୍ଷକ ଓ ଛାତ୍ରଛାତ୍ରୀ
							ಉದಾಹರಣೆ : 
							ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଅତି ଧୁମଧାମରେ ପାଳନ କରାଗଲା
							
ಸಮಾನಾರ್ಥಕ : ବିଦ୍ୟାଳୟ
ಇತರ ಭಾಷೆಗಳಿಗೆ ಅನುವಾದ :
An educational institution's faculty and students.
The school keeps parents informed.