ಅರ್ಥ : ମାନସିକ ଆଘାତ ଆଦି କାରଣରୁ ମନରେ ଉତ୍ପନ୍ନ ହେଉଥିବା ବିଷାଦ
							ಉದಾಹರಣೆ : 
							ସେହି ଘଟଣା ମନେ ପଡିଯିବାକ୍ଷଣି ସ୍ମୃତି ପୁନଶ୍ଚ ଚଳଚଞ୍ଚଳ ହୋଇଯାଉଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
मानसिक आघात आदि के कारण होने वाली मन की दुखद स्थिति।
उस घटना की याद आते ही घाव फिर से ताज़ा हो जाता है।ಅರ್ಥ : ଏହି ଜ୍ଞାନ ଯାହା ସ୍ମରଣ ଶକ୍ତିଦ୍ୱାରା ଏକତ୍ର ବା ପ୍ରାପ୍ତ ହୋଇଥାଏ
							ಉದಾಹರಣೆ : 
							ପିଲାଦିନର ସ୍ମୃତି ମନେପଡ଼ିଲେ ମନ ପ୍ରସନ୍ନ ହୋଇଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯେଉଁ ହିନ୍ଦୁ ଧର୍ମ-ଗ୍ରନ୍ଥ ମାନବ-ରଚିତ ଏବଂ ବେଦଠାରୁ ନିମ୍ନ ମାନର ବୋଲି ବିଚାର କରାଯାଏ
							ಉದಾಹರಣೆ : 
							ସ୍ମୃତି ଭିତରେ ପୁରାଣ, ରାମାୟଣ ଆଦିର ଗଣନା ହୁଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
वे हिंदू धर्म-ग्रंथ जो मानव-रचित व वेदों से निम्न कोटि के माने जाते हैं।
पुराण, रामायण आदि की गणना स्मृति में होती है।ಅರ್ಥ : କୌଣସି ବ୍ୟକ୍ତି ସମ୍ବନ୍ଧରେ ସ୍ମରଣୀୟ ଘଟଣା ବା ଉଲ୍ଲେଖ
							ಉದಾಹರಣೆ : 
							ମହାଦେବୀ ବର୍ମା ତାଙ୍କର ସଂସ୍ମରଣରେ ବହୁତ କିଛି ଲେଖିଛନ୍ତି
							
ಸಮಾನಾರ್ಥಕ : ସଂସ୍ମରଣ
ಇತರ ಭಾಷೆಗಳಿಗೆ ಅನುವಾದ :
किसी व्यक्ति के संबंध की स्मरणीय घटनाएँ या उनका उल्लेख।
महादेवी वर्मा ने अपने संस्मरण में बहुत कुछ लिखा है।A written statement of facts submitted in conjunction with a petition to an authority.
memorialಅರ್ಥ : ସ୍ମରଣ ରଖିବାର ଶକ୍ତି
							ಉದಾಹರಣೆ : 
							ଏହି ଅଧିକାରୀଙ୍କର ସ୍ମରଣ ଶକ୍ତି ବହୁତ ଦୂର୍ବଳ
							
ಸಮಾನಾರ್ಥಕ : ସ୍ମରଣ ଶକ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
स्मरण रखने की शक्ति।
इस अधिकारी की स्मरण शक्ति बहुत कमज़ोर है।The power of retaining and recalling past experience.
He had a good memory when he was younger.ಅರ್ಥ : କିଛି ଦେଖା,ଶୁଣା ବା ଅନୁଭବର କଥା ମନେ ରହିବା ବା ତାକୁ ପୁଣି ମନେ ପକାଇବା କ୍ରିୟା ବା ଭାବ
							ಉದಾಹರಣೆ : 
							ମୁ ଆପଣଙ୍କୁ ପ୍ରଥମେ କେଉଁଠି ଦେଖିଥିଲି ତାହା ମୋର ସ୍ମରଣ ହେଉନାହିଁ
							
ಸಮಾನಾರ್ಥಕ : ସ୍ମରଣ
ಇತರ ಭಾಷೆಗಳಿಗೆ ಅನುವಾದ :
The cognitive processes whereby past experience is remembered.
He can do it from memory.