ಅರ್ಥ : ଗୋଟିଏ ଅସ୍ତ୍ର
							ಉದಾಹರಣೆ : 
							ବଳରାମଙ୍କ ଅସ୍ତ୍ର ହଳ ଥିଲା ଯେଉଁଥିପାଇଁ ତାଙ୍କୁ ହଳଧର ମଧ୍ୟ କୁହାଯାଏ
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଏକା ପ୍ରକାରର ଏବଂ ଏକାସହିତ କାମରେ ଆସୁଥିବା ଦୁଇଟି ଜିନିଷ ଯାହାକୁ ଏକକ ରୂପେ ଗ୍ରହଣ କରାଯାଏ
							ಉದಾಹರಣೆ : 
							ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
							
ಸಮಾನಾರ್ಥಕ : ଯୋଡ଼ା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜମି ଚାଷ କରିବାପାଇଁ ବ୍ୟବହୃତ ଏକ ଉପକରଣ
							ಉದಾಹರಣೆ : 
							କୃଷକ ବିଲରେ ହଳ କରୁଛି
							
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ହଳ କରିବା କ୍ରିୟା
							ಉದಾಹರಣೆ : 
							ସେ କ୍ଷେତରେ ହଳ କରୁଛି  ଚାଷ ପରେ ଜମିରେ ଜଳସେଚନ ହେବ
							
ಸಮಾನಾರ್ಥಕ : କର୍ଷଣ
ಇತರ ಭಾಷೆಗಳಿಗೆ ಅನುವಾದ :