ಅರ್ಥ : ମଲା ପଶୁକୁ ଫୋପାଡ଼ିବା ପାଇଁ ଦିଆ ଯାଉଥିବା ଅର୍ଥ
							ಉದಾಹರಣೆ : 
							ମଲା ବଳଦକୁ ପୋତିବା ପାଇଁ ମୈକୁକୁ  ଦୁଇଶହ ଟଙ୍କା ହାତଧୂଆ ଖର୍ଚ୍ଚ ମିଳିଲା
							
ಇತರ ಭಾಷೆಗಳಿಗೆ ಅನುವಾದ :
मृतक पशु को फेंकने के लिए दी जानेवाली रकम।
मृतक बैल को दफनाने के लिए मैकू को दो सौ रुपए हाथधुलाई मिली।