ಅರ್ಥ : କୌଣସି କାର୍ଯ୍ୟ କରିବାପାଇଁ ଉଚ୍ଚସ୍ୱରରେ ଉତ୍ସାହିତ କରିବା
							ಉದಾಹರಣೆ : 
							ହଳିଆ ରହିରହି ବଳଦକୁ ଆଗକୁ ଯିବାପାଇଁ ପ୍ରରୋଚିତ କରି ହୁଙ୍କାର ଛାଡ଼ୁଥିଲା
							
ಸಮಾನಾರ್ಥಕ : ପ୍ରରୋଚିତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Shout, as if with joy or enthusiasm.
The children whooped when they were led to the picnic table.