ଅର୍ଥ : ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ପାହାଡ଼ିଆ ଅଞ୍ଚଳରେ ବୁଣାଯାଉଥିବା ଏକ ପ୍ରକାର ଲଘୁ ଧାନ ଫସଲ
							ଉଦାହରଣ : 
							କୃଷକ ବିଲରେ ଅଂଜନା ଧାନ ରୋଉଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କେଶରୀଙ୍କ ପତ୍ନୀ ଯାହାଙ୍କ ଗର୍ଭରୁ ହନୁମାନଙ୍କର ଜନ୍ମ ହୋଇଥିଲା
							ଉଦାହରଣ : 
							ଶାସ୍ତ୍ର ଅନୁସାରେ ଅଞ୍ଜନା ପୂର୍ବ ଜନ୍ମରେ ପୁଞ୍ଜିକସ୍ଥଳୀ ନାମକ ଅପ୍ସରା ଥିଲେ
							
ସମକକ୍ଷ : ଅଞ୍ଜନା
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being