ଅର୍ଥ : କୌଣସି କାମ ବା ରୋଜଗାରରେ ଭାଗ ରଖୁଥିବା ବ୍ୟକ୍ତି
							ଉଦାହରଣ : 
							ଏହି ବେପାର କରିବାପାଇଁ ମୋର ଜଣେ ଅଂଶୀଦାରର ଆବଶ୍ୟକତା ରହିଛି
							
ଅନ୍ୟ ଭାଷାରେ ଅନୁବାଦ :
A person who is a member of a partnership.
partnerଅର୍ଥ : କୌଣସି ଅଂଶ ବା ଭାଗର ମାଲିକ
							ଉଦାହରଣ : 
							ସୋହନ ଏହି କମ୍ପାନୀର ଜଣେ ଅଂଶୀଦାର
							
ସମକକ୍ଷ : ଭାଗୀଦାର
ଅନ୍ୟ ଭାଷାରେ ଅନୁବାଦ :