ଅର୍ଥ : ଯାହାର ଖଣ୍ଡ ବା ଟୁକୁରା କରିହେବ ନାହିଁ
							ଉଦାହରଣ : 
							ଇଲେକଟ୍ରୋନ୍ ଗୋଟିଏ ଅଖଣ୍ଡନୀୟ ତତ୍ତ୍ୱ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାକୁ କାଟି ହୁଏନାହିଁ ବା ଯାହାର ଖଣ୍ଡନ ହୁଏନାହିଁ
							ଉଦାହରଣ : 
							ଆପଣଙ୍କ ତର୍କ ଅକାଟ୍ୟ
							
ଅନ୍ୟ ଭାଷାରେ ଅନୁବାଦ :