ଅର୍ଥ : ଲାଲ ରଙ୍ଗର ଗୋଟିଏ ଛୋଟ ଗ୍ରହ ଯେ ଦୂରତାରେ ସୂର୍ଯ୍ୟଙ୍କ ଠାରୁ ଚତୁର୍ଥ ସ୍ଥାନରେ ଅଛି
							ଉଦାହରଣ : 
							ବୈଜ୍ଞାନିକମାନେ ମଙ୍ଗଳ ଗ୍ରହ ସମ୍ପର୍କରେ ଆହୁରି ଅଧିକ ତଥ୍ୟ ପ୍ରାପ୍ତ ହେବାପାଇଁ ଲାଗିଛନ୍ତି  ମଙ୍ଗଳ ଗ୍ରହକୁ ଅବନୀ ଅର୍ଥାତ ପୃଥିବୀର ପୁତ୍ର ରୂପେ ଗ୍ରହଣ କରାଯାଏ
							
ସମକକ୍ଷ : ଭୂମିଜ, ଭୌମ, ମଙ୍ଗଳ ଗ୍ରହ, ଲୋହିତାଙ୍ଗ
ଅନ୍ୟ ଭାଷାରେ ଅନୁବାଦ :
लाल रंग का एक छोटा ग्रह जो दूरी के हिसाब से सूर्य से चौथे स्थान पर है।
वैज्ञानिक मंगल ग्रह के बारे में और अधिक जानकारी प्राप्त करने में लगे हुए हैं।ଅର୍ଥ : ରସାୟନ ଶାସ୍ତ୍ର ଅନୁସାରେ ଗୋଟିଏ ତତ୍ତ୍ୱ ଯାହା ସୃଷ୍ଟି ମଧ୍ୟରେ ଦୁଇ ରୂପରେ ମିଳେ, ଗୋଟିଏ ହୀରା ରୂପରେ ଅନ୍ୟଟି କୋଇଲା ରୂପରେ
							ଉଦାହରଣ : 
							ଗ୍ରାନାଇଟ୍ କାର୍ବନର ଗୋଟିଏ ରୂପ
							
ସମକକ୍ଷ : କାର୍ବନ୍
ଅନ୍ୟ ଭାଷାରେ ଅନୁବାଦ :