ଅର୍ଥ : ଗୋଟିଏ ହାତ ଓ ଅଙ୍ଗୁଳିକୁ ଟେଢ଼ା କରି ତିଆରି କରାଯାଇଥିବା ଖାଲ ଯେଉଁଥିରେ ଭର୍ତ୍ତିକରି କିଛି ଦିଆ ବା ନିଆଯାଏ
							ଉଦାହରଣ : 
							ସେ ପୋଷରେ ପଞ୍ଚାମୃତ ନେଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦୁଇ ହାତକୁ ମିଶାଇ ତେଢ଼ା କଲେ ହେଉଥିବା ଖାଲ ଯେଉଁଥିରେ କିଛି ନିଆଯାଇପାରିବ ବା ଦିଆଯାଇପାରିବ
							ଉଦାହରଣ : 
							ସେ ଆଞ୍ଜୁଳାରେ ଫୁଲନେଇ ଭଗବାନଙ୍କ ଉପରେ ଚଢ଼ାଇଲା
							
ଅନ୍ୟ ଭାଷାରେ ଅନୁବାଦ :