ଅର୍ଥ : ଏକ ଅଳଙ୍କାର ଯେଉଁଥିରେ ଭେଦରେ ଅଭେଦ, ଅସମ୍ବନ୍ଧରେ ସମ୍ବନ୍ଧଆଦି ଦେଖାଇ କୌଣସି ବସ୍ତୁର ଅଧିକ ବର୍ଣ୍ଣନା ଦିଆଯାଇଥାଏ
							ଉଦାହରଣ : 
							ପ୍ରାଚୀନ କବିମାନଙ୍କ ରଚନା ଅତିଶୟୋକ୍ତି ଅଳଙ୍କାରେ ପୂର୍ଣ୍ଣ ହୋଇ ରହୁଥିଲା
							
ସମକକ୍ଷ : ଅତିଶୟୋକ୍ତି ଅଳଙ୍କାର
ଅନ୍ୟ ଭାଷାରେ ଅନୁବାଦ :
एक अलंकार जिसमें भेद में अभेद, असंबंध में संबंध आदि दिखाकर किसी वस्तु का बहुत बढ़ाकर वर्णन होता है।
आदिकालीन कवियों की रचनाएँ अतिशयोक्ति अलंकार से भरी पड़ी हैं।ଅର୍ଥ : କୌଣସି ବସ୍ତୁକୁ ଅତିରଞ୍ଜିତ କରି ବର୍ଣ୍ଣନା କରୁଥିବା ଅର୍ଥାଳଙ୍କାର
							ଉଦାହରଣ : 
							ଏହି କବିତାରେ ନାୟିକାର ରୂପ ବର୍ଣ୍ଣନା ପାଇଁ ଅତିଶୟୋକ୍ତିର ବ୍ୟବହାର ହୋଇଛି
							
ଅର୍ଥ : ବହୁତ ବନେଇଚୁନେଇ ବା ନିଜ ଆଡ଼ୁ ବହୁତକିଛି ମିଶାଇ କୁହାଯାଉଥିବା କଥା
							ଉଦାହରଣ : 
							ତାଙ୍କର ଭାଷଣ ଅତିଶୟୋକ୍ତିରେ ପୂର୍ଣ୍ଣଥିଲା
							
ସମକକ୍ଷ : ଅତିରଞ୍ଜନ ଅତ୍ୟୁକ୍ତି
ଅନ୍ୟ ଭାଷାରେ ଅନୁବାଦ :
बहुत बढ़ा-चढ़ाकर या अपनी ओर से बहुत-कुछ मिलाकर कही हुई बात।
उनका भाषण अतिशयोक्ति से पूर्ण था।