ଅର୍ଥ : କୌଣସି ହେବାକୁ ଯାଉଥିବା କାମରେ କିଛି ପରିବର୍ତ୍ତନ କରିବାପାଇଁ କହିବା କ୍ରିୟା
							ଉଦାହରଣ : 
							ସେ ମୋର ଏହି କାମରେ ବି ହସ୍ତପେକ୍ଷ କରୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
किसी होते या चलते हुए काम में कुछ फेर बदल करने के लिए हाथ डालने या कुछ कहने की क्रिया।
वह मेरे इस काम में भी हस्तक्षेप कर रहा है।ଅର୍ଥ : କୌଣସି ବସ୍ତୁର ମାଲିକ ବା ସ୍ବାମୀଙ୍କୁ ତାଙ୍କର ସ୍ବାମିତ୍ବ ପାଇଁ ମିଳୁଥିବା ହକ୍ ବା ଧନ
							ଉଦାହରଣ : 
							ଚାଷୀଙ୍କୁ ପଚାଶ ପ୍ରତିଶତ ମାଲିକାନା ଦେବାକୁ ପଡିଥାଏ
							
ଅନ୍ୟ ଭାଷାରେ ଅନୁବାଦ :
वह कर, दस्तूरी या हक़ या धन जो किसी चीज़ के मालिक या स्वामी को उसके स्वामित्व के बदले में मिलता हो।
किसानों को पचास प्रतिशत मालिकाना देना पड़ता है।ଅର୍ଥ : ଅଧିପତି ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ପୂର୍ବରୁ ଭାରତରେ ବିଦେଶୀମାନଙ୍କର ଆଧିପତ୍ୟ ଥିଲା
							
ସମକକ୍ଷ : ଆଧିପତ୍ୟ, ପ୍ରଭୁତ୍ୱ, ଶାସନାଧିକାର, ସ୍ୱାମୀତ୍ୱ, ହୁକୁମ
ଅନ୍ୟ ଭାଷାରେ ଅନୁବାଦ :
अधिपति होने की अवस्था या भाव।
पहले भारत पर विदेशियों का आधिपत्य था।ଅର୍ଥ : ଯେଉଁ ଅଧିକାର ବଳରେ କୌଣସି ବସ୍ତୁ ନିଜ ପାଖରେ ରଖାଯାଇପାରେ ଅଥବା କାହାରିଠାରୁ ନିଆଯାଇପାରେ ବା ମଗାଯାଇପାରେ
							ଉଦାହରଣ : 
							ସୀତାର ମଧ୍ୟ ଏହି ସମ୍ପତ୍ତିଉପରେ ଅଧିକାର ଅଛି
							
ଅନ୍ୟ ଭାଷାରେ ଅନୁବାଦ :