ଅର୍ଥ : ଯେଉଁ ଆଜ୍ଞାପତ୍ରରେ କାହାରିକୁ କିଛି କାର୍ଯ୍ୟ କରିବାର ଅଧିକାର ଦିଆଯାଇଥାଏ
							ଉଦାହରଣ : 
							ବିନା ୱାରେଣ୍ଟରେ ପୋଲିସ୍ କାହାରିକୁ ଗିରଫ କରିପାରିବ ନାହିଁ
							
ସମକକ୍ଷ : ଅନୁଜ୍ଞା ପତ୍ର, ଆଦେଶନାମା, ୱାରେଣ୍ଟ
ଅନ୍ୟ ଭାଷାରେ ଅନୁବାଦ :
वह आज्ञापत्र जिसमें किसी को कोई कार्य करने की आज्ञा या स्वत्व दिया गया हो।
बिना अनुज्ञापत्र के पुलिस किसी को गिरफ्तार नहीं कर सकती।A writ from a court commanding police to perform specified acts.
warrant