ଅର୍ଥ : ସ୍ଥାପନା କରିବା
							ଉଦାହରଣ : 
							ଏହି ମନ୍ଦିରରେ ଆଉ ଗୋଟିଏ ନୂଆ ମୂର୍ତ୍ତି ସ୍ଥାପନ କରାଯିବ
							
ସମକକ୍ଷ : ସ୍ଥାପନ କରିବା
ଅନ୍ୟ ଭାଷାରେ ଅନୁବାଦ :
स्थापना करना।
इस मंदिर में एक और नई मूर्ति स्थापित करनी है।Set up or lay the groundwork for.
Establish a new department.