ଅର୍ଥ : କାହାର ଅଧୀନ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ସେ ଏତେ କ୍ରୋଧୀ ଯେ ତାହା ଅଧୀନରେ କାମ କରିବା ମୁସ୍କିଲ
							
ଅନ୍ୟ ଭାଷାରେ ଅନୁବାଦ :
The state of being subordinate to something.
subordinationଅର୍ଥ : ନିୟମିତ ରୂପେ କୌଣସି କଥାର ଅନୁସରଣ
							ଉଦାହରଣ : 
							ସମୟର ଅଧୀନରେ ଥାଇ ଆଜି ବି ତାଙ୍କର କିଛି ଉତ୍ତର ନାହିଁ
							
ସମକକ୍ଷ : ଆୟତ୍ତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଅଧୀନରେ ରହେ
							ଉଦାହରଣ : 
							ସେହି ବ୍ୟକ୍ତି ସୁଖୀ ଯାହାର ମନ ନିଜର ବଶ୍ୟ
							
ଅନ୍ୟ ଭାଷାରେ ଅନୁବାଦ :
Restrained or managed or kept within certain bounds.
Controlled emotions.ଅର୍ଥ : ଆଜ୍ଞା, ଅଧିକାରଆଦି କ୍ଷେତ୍ରରେ କାହାତଳେ ରହିବା ଲୋକ
							ଉଦାହରଣ : 
							ନିଜ ଅଧୀନ  କର୍ମଚାରୀମାନଙ୍କ ସହିତ ମୀରାର ବ୍ୟବହାର ଭଲ ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନିୟମ,ବିଧି,ସମୟ ଆଦି ନିୟମିତ ରୂପରେ ପାଳନ କରୁଥିବା ବ୍ୟକ୍ତି
							ଉଦାହରଣ : 
							ରାଜା ବ୍ରିଟେନ ସରକାରଙ୍କ ଅଧୀନ ଥିଲେ
							
ସମକକ୍ଷ : ଅନୁଗତ, ଆୟତ୍ତ, ଶାସନାନ୍ତର୍ଗତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ କାହାରି ବଶରେ ଅଛି
							ଉଦାହରଣ : 
							ଭାରତ ବହୁତ ଦିନଧରି ଇଂରେଜମାନଙ୍କ ଅଧୀନରେ ଥିଲା
							
ଅନ୍ୟ ଭାଷାରେ ଅନୁବାଦ :