ଅର୍ଥ : ଅଧିକାର ବିନା
							ଉଦାହରଣ : 
							ଆପଣ ଆମକୁ ଅଲଗା କରିବା ପାଇଁ ଅନଧିକାର ଚେଷ୍ଟା କରନ୍ତୁ ନାହିଁ
							
ସମକକ୍ଷ : ଅଧିକାରଶୂନ୍ୟ, ସ୍ୱତ୍ୱହୀନ
ଅନ୍ୟ ଭାଷାରେ ଅନୁବାଦ :
जिसके लिए अधिकार न दिया गया हो या अधिकार रहित।
आप हमें अलग करने की अनधिकृत चेष्टा न करें।ଅର୍ଥ : ଅଧିକାରହୀନ ହୋଇ ବା ବିନା ଅଧିକାରରେ
							ଉଦାହରଣ : 
							କୌଣସି ଅନଧିକାର କାମ କରନାହିଁ
							
ଅନ୍ୟ ଭାଷାରେ ଅନୁବାଦ :