ଅର୍ଥ : ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
							ଉଦାହରଣ : 
							ଆମେ କାହାରି ଅପମାନ କରିବା ଉଚିତ୍ ନୁହେଁ  ଶ୍ୱଶୁରାଳୟରେ ତାଙ୍କର ବଡ଼ ଅସମ୍ମାନ ହେଲା
							
ସମକକ୍ଷ : ଅବଜ୍ଞା, ଅମର୍ଯ୍ୟାଦା, ଅମାନ୍ୟ, ଅସମ୍ମାନ, ବେଖାତିର, ମର୍ଯ୍ୟାଦାହାନି
ଅନ୍ୟ ଭାଷାରେ ଅନୁବାଦ :
वह बात या कार्य जिससे किसी का मान या प्रतिष्ठा कम हो।
हमें किसी का अपमान नहीं करना चाहिए।