ଅର୍ଥ : ବର୍ଷାର ଅଭାବ ବା ବର୍ଷାହୀନ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ମରୁଡ଼ି କାରଣରୁ ଏବର୍ଷ ଫସଲ ଖରାପ ହେଇଯାଇଛି
							
ସମକକ୍ଷ : ବର୍ଷାହୀନତା, ମରୁଡ଼ି, ଶୁଖା
ଅନ୍ୟ ଭାଷାରେ ଅନୁବାଦ :
वर्षा का अभाव या वर्षाहीन होने की अवस्था या भाव।
सूखे के कारण इस साल फ़सल प्रभावित हुई है।