ଅର୍ଥ : ହଠ ଯୋଗ ଅନୁସାରେ ଶରୀର ଭିତରର ଷଡ଼ ଚକ୍ର ମଧ୍ୟରୁ ଗୋଟିଏ
							ଉଦାହରଣ : 
							ଅନାହତର ସ୍ଥାନ ବକ୍ଷ ସ୍ଥଳ ବୋଲି ଗ୍ରହଣ କରାଯାଇଛି
							
ସମକକ୍ଷ : ଅନାହତ ଚକ୍ର
ଅନ୍ୟ ଭାଷାରେ ଅନୁବାଦ :
हठ योग के अनुसार भीतर के छः चक्रों में से एक।
अनाहत का स्थान वक्षस्थल में माना गया है।ଅର୍ଥ : ଯାହାକୁ କ୍ଷତି ପହଞ୍ଚି ନାହିଁ ବା ଯେ ଆହତ ହୋଇନାହିଁ
							ଉଦାହରଣ : 
							ସୌଭାଗ୍ୟକ୍ରମେ କାର୍ ଦୁର୍ଘଟଣାରେ ସବୁଲୋକ ଅକ୍ଷତ ଭାବେ ବଞ୍ଚିଗଲେ
							
ଅନ୍ୟ ଭାଷାରେ ଅନୁବାଦ :
Not wounded.
unwounded