ଅର୍ଥ : ଯାହା କୁହାଯାଇ ନାହିଁ
							ଉଦାହରଣ : 
							ଅକୁହା କଥାବି ବେଳେ ବେଳେ ହିଂସାତ୍ମକ କାର୍ଯ୍ୟ ସୃଷ୍ଟି କରେ
							
ସମକକ୍ଷ : ଅକଥିତ, ଅକୁହା, ଅଣକୁହା, ଅବୋଲା
ଅନ୍ୟ ଭାଷାରେ ଅନୁବାଦ :
Not made explicit.
The unexpressed terms of the agreement.ଅର୍ଥ : ପଛରେ କୁହାଯାଇଥିବା
							ଉଦାହରଣ : 
							ମୁଁ ତାର ଅନୁକ୍ତ କଥାଗୁଡ଼ିକ ଶୁଣିନାହିଁ
							
ଅନ୍ୟ ଭାଷାରେ ଅନୁବାଦ :