ଅର୍ଥ : ତରଳ ଔଷଧ ଶରୀରରେ ପହଞ୍ଚାଇବାର କ୍ରିୟା
							ଉଦାହରଣ : 
							ଅନୀମା ଏକ ପ୍ରକାରର ଅନୁବାସନ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ସୁଗନ୍ଧିତ ପଦାର୍ଥଦ୍ୱାରା ବସ୍ତ୍ରଗୁଡ଼ିକୁ ସୁବାସିତ କରିବାର କ୍ରିୟା
							ଉଦାହରଣ : 
							ସୀମା ଅନୁବାସନ ବିନା ଲୁଗା ପିନ୍ଧେ ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
सुगंधित पदार्थों द्वारा वस्त्रों को सुवासित करने की क्रिया।
सीमा अनुवासन के बिना कपड़े नहीं पहनती है।