ଅର୍ଥ : ଯାହକୁ ଅନୁମତି ଦିଆଯାଇଛି
							ଉଦାହରଣ : 
							ମୁଁ ପଞ୍ଚାୟତଦ୍ୱାରା ସ୍ୱୀକୃତ କାର୍ଯ୍ୟ ହିଁ କରୁଛି
							
ସମକକ୍ଷ : ଅନୁଜ୍ଞାତ, ଅନୁମୋଦିତ, ସ୍ୱୀକୃତ
ଅନ୍ୟ ଭାଷାରେ ଅନୁବାଦ :
जिसकी अनुमति दी गई हो या मिल गई हो।
मैं पंचायत द्वारा स्वीकृत कार्य ही कर रहा हूँ।ଅର୍ଥ : ଯାହାପାଇଁ ସ୍ୱୀକୃତି ମିଳିଯାଇଛି
							ଉଦାହରଣ : 
							ସ୍ୱୀକୃତ ଯୋଜନା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ
							
ସମକକ୍ଷ : ଅନୁଜ୍ଞାପିତ, ସ୍ୱୀକୃତ