ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ଅନୁରାଧା ନକ୍ଷତ୍ରରେ ଥାଆନ୍ତି
							ଉଦାହରଣ : 
							ଅନୁରାଧା ନକ୍ଷତ୍ରକୁ ଶୁଭ ବୋଲି ବିଚାର କରାଯାଏ
							
ସମକକ୍ଷ : ଅନୁରାଧା ନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
वह काल जब चंद्रमा अनुराधा नक्षत्र में होता है।
अनुराधा नक्षत्र को बहुत शुभ माना जाता है।ଅର୍ଥ : ସତେଇଶ ନକ୍ଷତ୍ର ମଧ୍ୟରୁ ସପ୍ତଦଶ ନକ୍ଷତ୍ର
							ଉଦାହରଣ : 
							ଏବେ  ଚନ୍ଦ୍ରମା ଅନୁରାଧା ନକ୍ଷତ୍ର ମଧ୍ୟରେ ଗମନ କରିବେ
							
ସମକକ୍ଷ : ଅନୁରାଧାନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
सत्ताईस नक्षत्रों में से सत्रहवाँ।
अब चंद्रमा अनुराधा नक्षत्र में प्रवेश करेगा।