ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା ଅନୁରାଧା ନକ୍ଷତ୍ରରେ ଥାଆନ୍ତି
							ଉଦାହରଣ : 
							ଅନୁରାଧା ନକ୍ଷତ୍ରକୁ ଶୁଭ ବୋଲି ବିଚାର କରାଯାଏ
							
ସମକକ୍ଷ : ଅନୁରାଧା
ଅନ୍ୟ ଭାଷାରେ ଅନୁବାଦ :
वह काल जब चंद्रमा अनुराधा नक्षत्र में होता है।
अनुराधा नक्षत्र को बहुत शुभ माना जाता है।