ଅର୍ଥ : କାହାରି ଅନୁରୂପ ତିଆରି ହୋଇଥିବା ଅବିକଳ ମୂର୍ତ୍ତି
							ଉଦାହରଣ : 
							ଗୋଟିଏ ଛାଞ୍ଚରେ ବହୁତଗୁଡ଼ିଏ  ପ୍ରତିମୂର୍ତ୍ତି ତିଆରି ହୁଏ
							
ସମକକ୍ଷ : ପ୍ରତିମୂର୍ତ୍ତି
ଅନ୍ୟ ଭାଷାରେ ଅନୁବାଦ :
किसी के अनुरूप ज्यों की त्यों बनी हुई मूर्ति।
एक साँचे से कई प्रतिमूर्तियाँ बनती हैं।