ଅର୍ଥ : ଅଯଥା ଓ ଅଧିକ ଖର୍ଚ୍ଚ କରୁଥିବା ଲୋକ
							ଉଦାହରଣ : 
							ଦିନେଶ୍ ଜଣେ ବଦ୍ଖର୍ଚ୍ଚୀ ଲୋକ
							
ସମକକ୍ଷ : ଅତିବ୍ୟୟୀ, ବଦ୍ଖର୍ଚ୍ଚୀ, ବ୍ୟୟଶାଳୀ, ବ୍ୟୟଶୀଳ, ବ୍ୟୟୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖରାପ କାମରେ ଖର୍ଚ୍ଚ କରିବାବାଲା
							ଉଦାହରଣ : 
							ପଡୋଶୀର ପୁଅ ବଦ୍ଖର୍ଚ୍ଚୀ
							
ସମକକ୍ଷ : ଅଯଥା ଖର୍ଚ୍ଚୀ, ବଦ୍ଖର୍ଚ୍ଚୀ, ବହୁଖର୍ଚ୍ଚୀ
ଅନ୍ୟ ଭାଷାରେ ଅନୁବାଦ :
बुरे कामों में खर्च करने वाला।
पड़ोसी का लड़का अपव्ययी है।