ଅର୍ଥ : ଯେ ପରାଜିତ ହୋଇନାହିଁ ବା ଯାହାଙ୍କୁ ହରାଇ ଦିଆଯାଇନାହିଁ
							ଉଦାହରଣ : 
							ଏହି ଖେଳରେ ଦୁଇଟି ଯାକ ଦଳ ଅପରାଜିତ ଅଛନ୍ତି ଏବଂ ଖେଳ ଅମୀମାଂସିତ ରହିଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ବିତର୍କରେ ନିରୁତ୍ତର ହୁଏ ନାହିଁ, ଏବଂ ଏଥିପାଇଁ ହାରେ ନାହିଁ
							ଉଦାହରଣ : 
							ଗାର୍ଗୀ ରାଜା ଜନକଙ୍କ ଦରବାରରେ ଅପରାଜିତ ଯାଜ୍ଞବଳ୍କଙ୍କ ସହ ଶାସ୍ତ୍ରାର୍ଥ କରିଥିଲେ
							
ସମକକ୍ଷ : ଅଜିତ
ଅନ୍ୟ ଭାଷାରେ ଅନୁବାଦ :
जो वाद में निरुत्तर न हुआ हो,और इसीलिए हारा न हो।
गार्गी ने राजा जनक के दरबार में अहीनवादी याज्ञवल्क्य से शास्त्रार्थ किया था।