ଅର୍ଥ : ଅପରାଧ ପୂର୍ଣ୍ଣ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଅପରାଧପୂର୍ଣ୍ଣତା କାରଣରୁ ଏହି ମଣ୍ଡଳର କ୍ରିୟାକଳାପ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି
							
ସମକକ୍ଷ : ଦୋଷପୂର୍ଣ୍ଣତା
ଅନ୍ୟ ଭାଷାରେ ଅନୁବାଦ :
अपराध पूर्ण होने की अवस्था या भाव।
अपराधपूर्णता के कारण इस मंडल के क्रिया-कलापों पर रोक लगा दी गयी है।