ଅର୍ଥ : ଯାହାର ବୃତ୍ତି ଚୋରିକରିବା କିମ୍ବା ଯେ ଲୋକମାନଙ୍କୁ ଲୁଟେ
							ଉଦାହରଣ : 
							ଚୋରମାନେ ପୂରା ବସ୍କୁ ଲୁଟିନେଲେ
							
ସମକକ୍ଷ : ଚୋରି କରିବା, ଲୁଟିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାଠାରୁ ଜବରଦସ୍ତି ବା ଡରାଇଧମକାଇ ତାହାର କୌଣସି ବସ୍ତୁକୁ ନେଇଯିବା
							ଉଦାହରଣ : 
							ଏହି ରାସ୍ତାରେ ଚୋରମାନେ ବାଟୋଇମାନଙ୍କଠାରୁ ଲୁଟପାଟ କରନ୍ତି
							
ସମକକ୍ଷ : ଲୁଟପାଟ କରିବା, ଲୋଟିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅନ୍ୟର ଜିନିଷ ଚୋରିକରି ନେବା
							ଉଦାହରଣ : 
							ବସ୍ରେ ମୋର ପର୍ସ କିଏ ଚୋରେଇନେଲା
							
ସମକକ୍ଷ : ଚୋରେଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବ୍ୟକ୍ତିଆଦିକୁ ବଳପୂର୍ବକ ଭାବରେ ଉଠାଇନେବା
							ଉଦାହରଣ : 
							ଆତଙ୍କବାଦୀମାନେ କାଶ୍ମୀରର ଜଣେ ମନ୍ତ୍ରୀଙ୍କ ଝିଅକୁ ଅପହରଣ କରିନେଲେ
							
ସମକକ୍ଷ : ହରଣ କରିବା
ଅନ୍ୟ ଭାଷାରେ ଅନୁବାଦ :
किसी व्यक्ति आदि को बलपूर्वक उठा ले जाना।
आतंकवादियों ने कश्मीर के एक मंत्री की बेटी का अपहरण किया।