ଅର୍ଥ : ଅଖ୍ୟାତ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ସେ କୁଖ୍ୟାତିର ଅନ୍ଧାରରୁ ମୁକୁଳିବାକୁ ଚାହୁଁଛି  ସମାଜର ସେବାରେ ସେ ନିଜର ସବୁକିଛି ବ୍ୟୟ କରିସାରିଲା ପରେ ବି ତାଙ୍କୁ ଅଖ୍ୟାତି ମିଳିଲା
							
ସମକକ୍ଷ : ଅକିର୍ତ୍ତୀ, ଅଖ୍ୟାତି, କୁଖ୍ୟାତି, ଖ୍ୟାତିହୀନତା
ଅନ୍ୟ ଭାଷାରେ ଅନୁବାଦ :
अख्यात होने की अवस्था या भाव।
समाज की सेवा में अपना सर्वस्व लुटा देने के बाद भी उन्हें अख्याति ही हाथ लगी।