ଅର୍ଥ : ଅପ୍ରିୟ କହୁଥିବା ବା ପ୍ରିୟ କହୁନଥିବା ବ୍ୟକ୍ତି
							ଉଦାହରଣ : 
							କଟୁଭାଷୀ ବ୍ୟକ୍ତି ନିନ୍ଦାର ପାତ୍ର ହୋଇଥାନ୍ତି  କଟୁଭାଷୀ ବ୍ୟକ୍ତି ନିଜକଥାରେ ନିଜପାଇଁ ପର ହୋଇଯାଏ
							
ସମକକ୍ଷ : ଅପ୍ରିୟଭାଷୀ, କଟୁଭାଷୀ, କର୍କଶ ଭାଷୀ
ଅନ୍ୟ ଭାଷାରେ ଅନୁବାଦ :
अप्रिय बोलनेवाला या जो प्रिय न बोलता हो।
अप्रियभाषी व्यक्ति निंदा का पात्र होता है।