ଅର୍ଥ : ନ ଚାଲିବା ଯୋଗ୍ୟ ବାଟ ଅଥବା ବିକଟ ବା ଆବୁଡ଼ାଖାବୁଡ଼ା ବାଟ
						 
						 
					
							ଉଦାହରଣ : 
							ଅବାଟରେ ଚାଲିବାରୁ ତାଙ୍କୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଲା
							
					
							ସମକକ୍ଷ : 
							ଅପଥ, କୁପଥ, କୁମାର୍ଗ, ବିପଥ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												न चलने योग्य मार्ग अथवा विकट या बीहड़ मार्ग।
												अपथ पर चलते हुए उन्हें बहुत कठिनाइयों का सामना करना पड़ा।
														
													अपथ