ଅର୍ଥ : ଯେଉଁଥିରେ ବିଚାରର ଅଭାବ ରହିଛି
							ଉଦାହରଣ : 
							ଏଭଳି ବିଚାରହୀନ କଥାରେ ଏହି କଠିନ ସମସ୍ୟାର ସମାଧାନ ହେଇପାରିବ ନାହିଁ
							
ସମକକ୍ଷ : ବିଚାରଶୂନ୍ୟ, ବିଚାରହୀନ
ଅନ୍ୟ ଭାଷାରେ ଅନୁବାଦ :
जिसमें विचार का अभाव हो।
ऐसी सतही बातों से इस कठिन समस्या का समाधन नहीं मिलेगा।Lacking the thinking capacity characteristic of a conscious being.
The shrieking of the mindless wind.