ଅର୍ଥ : ଯେଉଁ ମହିଳାଙ୍କ ବିବାହ ହୋଇନାହିଁ
							ଉଦାହରଣ : 
							ଅବିବାହିତାମାନଙ୍କର ବିବାହ ଚିନ୍ତା ମା-ବାପାଙ୍କୁ ଘାରେ
							
ସମକକ୍ଷ : ଅବିବାହିତ ନାରୀ, କୁଆଁରୀ, କୁମାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ବିବାହ ହୋଇନାହିଁ
							ଉଦାହରଣ : 
							ବିମାନ ପରିଚାରିକାପାଇଁ ପ୍ରଥମେ ଅବିବାହିତା ସ୍ତ୍ରୀମାନଙ୍କୁ ହିଁ ଚୟନ କରାଯାଉଥିଲା
							
ଅନ୍ୟ ଭାଷାରେ ଅନୁବାଦ :