ଅର୍ଥ : ବିଧି,କାନୁନ ଆଦି ବିରୁଦ୍ଧରେ କାରବାର କରିବା
							ଉଦାହରଣ : 
							ରାକେଶ ହତିଆରର ବେଆଇନ କାରବାର କରେ
							
ସମକକ୍ଷ : ଅବୈଧ କାରବାର କରିବା, ବେଆଇନ କାରବାର କରିବା
ଅନ୍ୟ ଭାଷାରେ ଅନୁବାଦ :
* विधि, क़ानून आदि के विरुद्ध सौदा करना।
राकेश हथियारों का अवैध सौदा करता है।