ଅର୍ଥ : କୌଣସି କାର୍ଯ୍ୟ ବା ଉଦ୍ଦେଶ୍ୟ ସାଧନା କରିବାପାଇଁ ଯେଉଁ ରୂପରେଖର କଳ୍ପନା ହୋଇଛି ମାତ୍ର ସଂପୂର୍ଣ୍ଣ ନିଶ୍ଚିତ ହୋଇ ନାହିଁ
							ଉଦାହରଣ : 
							ଏଥର ଭାରତର ଆର୍ଥିକ ପରିସ୍ଥିତିକୁ ଧ୍ୟାନରେ ରଖି ଯୋଜନା ଗୁଡ଼ିକ ପ୍ରସ୍ତୁତ କରାଯାଉଛି
							
ଅନ୍ୟ ଭାଷାରେ ଅନୁବାଦ :
The cognitive process of thinking about what you will do in the event of something happening.
His planning for retirement was hindered by several uncertainties.