ଅର୍ଥ : ଭିନ୍ନତ୍ୱର ଅଭାବ
							ଉଦାହରଣ : 
							ଅଭିନ୍ନତ୍ୱ କାରଣରୁ ଯାଆଁଳା ଭଉଣୀଙ୍କୁ ଚିହ୍ନିବା କଷ୍ଟକର
							
ସମକକ୍ଷ : ଅଭିନ୍ନତା, ଏକରୂପତା, ସମରୂପତା
ଅନ୍ୟ ଭାଷାରେ ଅନୁବାଦ :
The quality of lacking diversity or variation (even to the point of boredom).
uniformity, uniformness