ଅର୍ଥ : ନିଜ କାର୍ଯ୍ୟ ଓ ଅଧିକାର କ୍ଷେତ୍ରଆଦିର ସୀମା ପାର ହୋଇ ଯେଉଁଠାକୁ ଯିବା ବା ରହିବା ଅନୁଚିତ,ମର୍ଯାଦା ବିରୁଦ୍ଧ ବା ଅବୈଧ,ସେଭଳି ଜାଗାରେ ପହଁଞ୍ଚିବା କ୍ରିୟା
							ଉଦାହରଣ : 
							ସୀମାରେ ଅନ୍ୟ ଦେଶର ଅତିକ୍ରମଣ ରୋକିବା ପାଇଁ ଭାରତୀୟ ଯବାନ୍ ପ୍ରସ୍ତୁତ
							
ସମକକ୍ଷ : ଅତିକ୍ରମଣ, ଉଲଙ୍ଘନ, ଲଙ୍ଘନ
ଅନ୍ୟ ଭାଷାରେ ଅନୁବାଦ :
Entry to another's property without right or permission.
encroachment, intrusion, trespass, usurpation, violation