ଅର୍ଥ : କାହାରି ଅନିଷ୍ଟ କାମନାରେ କୁହାଯାଉଥିବା ଶବ୍ଦ ବା ବାକ୍ୟ
						 
						 
					
							ଉଦାହରଣ : 
							ଗୌତମ ଋଷିଙ୍କ ଅଭିଶାପରେ ଅହଲ୍ୟା ପଥର ପାଲଟିଗଲେ
							
					
							ସମକକ୍ଷ : 
							ଅଭିଶାପ, ଅଭିସମ୍ପାତ, ଶାପ, ସଂପାତ, ସମ୍ପା, ସମ୍ପାତ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
					
							
								
								
									
										
												An evil spell.
												A witch put a curse on his whole family.
														
													He put the whammy on me.
														
													curse, 
hex, 
jinx, 
whammy