ଅର୍ଥ : ଆଦର ଓ ସମ୍ମାନ
							ଉଦାହରଣ : 
							ସେଠ୍ ମନୋହରଜୀ ସମସ୍ତଙ୍କ ଆଦର ସମ୍ମାନ କରନ୍ତି
							
ସମକକ୍ଷ : ଆଦର ସମ୍ମାନ, ଖାତିରି, ସମ୍ମାନ
ଅନ୍ୟ ଭାଷାରେ ଅନୁବାଦ :
आदर-सम्मान।
सेठ मनोहरजी सबकी आवभगत करते हैं।ଅର୍ଥ : କୌଣସି ମାନ୍ୟ ବା ପ୍ରିୟ ଲୋକ ଆସିବା ପରେ ଆଗେଇ ଯାଇ ଆଦର ପୂର୍ବକ କରାଯାଉଥିବା ଅଭିନନ୍ଦନ
							ଉଦାହରଣ : 
							ରାମଙ୍କର ଅଯୋଧ୍ୟା ଆଗମନ ପରେ ଅଯୋଧ୍ୟାବାସୀମାନେ ତାଙ୍କର ଭବ୍ୟ ସ୍ୱାଗତ କଲେ
							
ଅନ୍ୟ ଭାଷାରେ ଅନୁବାଦ :