ଅର୍ଥ : ଯେ କାହାକୁ କିଛି କେବେ ମାଗେନାହିଁ
							ଉଦାହରଣ : 
							ଅଯାଚକ ବ୍ୟକ୍ତି ମାଗିବା ଅପେକ୍ଷା ମରିବାକୁ ପସନ୍ଦ କରନ୍ତି
							
ସମକକ୍ଷ : ଅଯାଚକ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମଗା ନ ହୋଇଥିବା
							ଉଦାହରଣ : 
							ତାକୁ ଅଯାଚିତ ଧନର ଭଣ୍ଡାର ମିଳିଗଲା
							
ସମକକ୍ଷ : ଅପ୍ରାର୍ଥିତ, ଅଯାଚିତ
ଅନ୍ୟ ଭାଷାରେ ଅନୁବାଦ :