ଅର୍ଥ : ଯାହାଙ୍କୁ ମାଗିବାର ଆବଶ୍ୟକତା ନ ଥାଏ
							ଉଦାହରଣ : 
							ଅଯାଚକ ସନ୍ଥମାନଙ୍କୁ ଭଗବାନଙ୍କ ବିନା ମଗାରେ ସବୁ କିଛି ଦେଇ ଦିଅନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
जिसे माँगने की आवश्यकता न हो।
अयाच्य संतों को भगवान बिना माँगे ही सब कुछ दे देते हैं।ଅର୍ଥ : ଯେ କାହାକୁ କିଛି କେବେ ମାଗେନାହିଁ
							ଉଦାହରଣ : 
							ଅଯାଚକ ବ୍ୟକ୍ତି ମାଗିବା ଅପେକ୍ଷା ମରିବାକୁ ପସନ୍ଦ କରନ୍ତି
							
ସମକକ୍ଷ : ଅମଗା
ଅନ୍ୟ ଭାଷାରେ ଅନୁବାଦ :