ଅର୍ଥ : ଯାହା ଉପରେ କିଛି ଲେଖା ବା ଛପା ହୋଇ ନ ଥାଏ
							ଉଦାହରଣ : 
							ସେ ସାଦା କାଗଜ ଉପରେ ମୋର ଦସ୍ତଖତ କରାଇଲେ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଲିପିବଦ୍ଧ ହୋଇନାହିଁ
							ଉଦାହରଣ : 
							ଶ୍ୟାମ ଅଲିଖିତ ଲୋକ କଥାଗୁଡ଼ିକୁ ଲିପିବଦ୍ଧ କରି ଜନମାନସ ସାମନାରେ ରଖୁଛି
							
ସମକକ୍ଷ : ଅଲିପିବଦ୍ଧ
ଅନ୍ୟ ଭାଷାରେ ଅନୁବାଦ :
Not furnished with or using a script.
Unrehearsed and unscript spot interviews.